The record
Written by software from the 1 report below. The points restate them; where one says why it matters, that is Prism's reading, not a reported fact.
- The upcoming festival features an 80-foot high eco-friendly pandal constructed from bamboo and cane.
- The deity will be adorned with gold jewelry and housed in a silver backdrop weighing two quintals.
- Organizers are installing 100 CCTV cameras and deploying 100 volunteers to manage crowds and ensure attendee safety.
- Prasad will be served to approximately 2,000 visitors daily for four days during the event.
Who said what2
Only words found exactly in the article are shown, attributed and linked to the line they came from.
Bishwaprasad Mohanty
President
1 quote · 1 outlet
“ଆମେ ତୋରଣ ଅପେକ୍ଷା ମା’ଙ୍କ ଦର୍ଶନକୁ ଅଧିକ ଗୁରୁତ୍ବ ଦେଉଛୁ। ଗହଳି ଯୋଗୁ ତୋରଣ ଭିତରକୁ ଆସିପାରୁ ନଥିବା ଭକ୍ତ ଯେମିତି ରାସ୍ତାରୁ ମା’ଙ୍କୁ ଦର୍ଶନ କରିପାରିବେ ସେଭଳି ଡିଜାଇନ୍ର ତୋରଣ ପ୍ରସ୍ତୁତ ହେଉଛି। ଏଥିସହ ଭକ୍ତଙ୍କ ପାଇଁ ପୂଜା ୪ ଦିନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ମଣ୍ଡାପିଠା, ଚୁଡ଼ାଘଷା, ଖିରି ଆଦି ସହ ଦଶମୀ ଦିନ ଦହିପଖାଳ ଭୋଗ ଲାଗି ହେବ। ଷଷ୍ଠୀଠାରୁ ପୂଜା ଆରମ୍ଭ ହେଉଥିବା ବେଳେ ପ୍ରତ୍ୟେକ ଦିନ ୨୦୦୦ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ରହିଛି।”
In the article
…ସେହିପରି ସିନ୍ଦୁର ଖେଳ ଓ କୁମାରୀ ପୂଜା ପ୍ରମୁଖ ଆକର୍ଷଣ ସାଜିବ। Tata sons boardroom battle: ଟାଟା ବୋର୍ଡରୁମରେ ବଡ଼ ଝଡ଼! ଚେୟାରମ୍ୟାନ୍ ପଦକୁ ନେଇ ମୁହାଁମୁହିଁ ନୋଏଲ ଟାଟା ଓ ଚନ୍ଦ୍ରଶେଖରନ ଶିବିର ରାସ୍ତାରେ ଠିଆ ହେଲେ ବି ମା’ଙ୍କ ଦର୍ଶନ ହୋଇପାରିବ ଆମେ ତୋରଣ ଅପେକ୍ଷା ମା’ଙ୍କ ଦର୍ଶନକୁ ଅଧିକ ଗୁରୁତ୍ବ ଦେଉଛୁ। ଗହଳି ଯୋଗୁ ତୋରଣ ଭିତରକୁ ଆସିପାରୁ ନଥିବା ଭକ୍ତ ଯେମିତି ରାସ୍ତାରୁ ମା’ଙ୍କୁ ଦର୍ଶନ କରିପାରିବେ ସେଭଳି ଡିଜାଇନ୍ର ତୋରଣ ପ୍ରସ୍ତୁତ ହେଉଛି। ଏଥିସହ ଭକ୍ତଙ୍କ ପାଇଁ ପୂଜା ୪ ଦିନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ମଣ୍ଡାପିଠା, ଚୁଡ଼ାଘଷା, ଖିରି ଆଦି ସହ ଦଶମୀ ଦିନ ଦହିପଖାଳ ଭୋଗ ଲାଗି ହେବ। ଷଷ୍ଠୀଠାରୁ ପୂଜା ଆରମ୍ଭ ହେଉଥିବା ବେଳେ ପ୍ରତ୍ୟେକ ଦିନ ୨୦୦୦ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। -ବିଶ୍ୱପ୍ରସାଦ ମହାନ୍ତି, ସଭାପତି Kuakhai River: କୁଆଖାଇକୁ ଡେଇଁଲେ ଆଉ ଜଣେ ଯୁବକ: ଡେଥ୍ ଜୋନ୍ ପାଲଟିଛି ଟଙ୍କପାଣି ବ୍ରିଜ୍ ୧୦୦ଟି ସିସି କ୍ୟାମେରା ଲାଗିବ ଭକ୍ତମାନେ ରାତି ୩ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ଆସୁଥିବାରୁ ପାଖାପାଖି ୧୦୦ଟି ସିସି କ୍ୟାମେରା…
Harish Prasad Rath
Secretary
1 quote · 1 outlet
“ଭକ୍ତମାନେ ରାତି ୩ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ଆସୁଥିବାରୁ ପାଖାପାଖି ୧୦୦ଟି ସିସି କ୍ୟାମେରା ଲାଗିବ। ସେହିପରି ମହିଳା ଓ ପୁରୁଷଙ୍କୁ ମିଶାଇ ୧୦୦ଜଣ ସ୍ୱେଚ୍ଛାସେବୀ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ଦାୟିତ୍ବରେ ରହିବେ। ଅଗ୍ନି ନିର୍ବାପକ ଓ ଆମ୍ବୁଲାନ୍ସ ବ୍ୟବସ୍ଥା ମଧ୍ୟ କରାଯାଇଛି। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ମହିଳା ଆଦିଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନର ବ୍ୟବସ୍ଥା କରାଯାଇଛି।”
In the article
…ଆରମ୍ଭ ହେଉଥିବା ବେଳେ ପ୍ରତ୍ୟେକ ଦିନ ୨୦୦୦ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। -ବିଶ୍ୱପ୍ରସାଦ ମହାନ୍ତି, ସଭାପତି Kuakhai River: କୁଆଖାଇକୁ ଡେଇଁଲେ ଆଉ ଜଣେ ଯୁବକ: ଡେଥ୍ ଜୋନ୍ ପାଲଟିଛି ଟଙ୍କପାଣି ବ୍ରିଜ୍ ୧୦୦ଟି ସିସି କ୍ୟାମେରା ଲାଗିବ ଭକ୍ତମାନେ ରାତି ୩ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ଆସୁଥିବାରୁ ପାଖାପାଖି ୧୦୦ଟି ସିସି କ୍ୟାମେରା ଲାଗିବ। ସେହିପରି ମହିଳା ଓ ପୁରୁଷଙ୍କୁ ମିଶାଇ ୧୦୦ଜଣ ସ୍ୱେଚ୍ଛାସେବୀ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ଦାୟିତ୍ବରେ ରହିବେ। ଅଗ୍ନି ନିର୍ବାପକ ଓ ଆମ୍ବୁଲାନ୍ସ ବ୍ୟବସ୍ଥା ମଧ୍ୟ କରାଯାଇଛି। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ମହିଳା ଆଦିଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନର ବ୍ୟବସ୍ଥା କରାଯାଇଛି। -ହରିଶ ପ୍ରସାଦ ରଥ, ସମ୍ପାଦକ…
Coverage1
All filed from India
Named India · Bhubaneswar · Bishwaprasad Mohanty · Harish Prasad Rath · Saheed Nagar Durga Puja Committee
The 1 report is listed beside the record.
Corrections and versions
A correction says what was wrong and why. Every earlier headline and brief of this record is kept.
Something wrong?
Say what, and it arrives with this record's address filled in. A correction is welcome.
Ask this story
Answers cite the reports above, or say they can't.
